Home Oriya Odia Dictionary

Download Oriya Odia Dictionary APP

Pursuit Oriya Odia Meaning

ଅନୁକ୍ରମଣ, ଅନୁଗତି, ଅନୁଗମନ, ଅନୁପାଳନ, ଅନୁସରଣ, ଅନୁସୃତି, ସଉକ

Definition

କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା
ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
କୌଣସି ବସ୍ତୁଆଦିର ପଛ ଭାଗ

Example

ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍‌
କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍‌
ଆତଙ୍କବାଦୀ ଘର ପଛପଟେ ଲୁଚିଥିଲା
ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମ