Home Oriya Odia Dictionary

Download Oriya Odia Dictionary APP

Put Oriya Odia Meaning

ଖଟାଇବା, ନିବେଶ କରିବା, ରଖିବା, ଲଗାଇବା

Definition

କୌଣସି ବିଷୟଆଦିକୁ ବ୍ୟକ୍ତ କରିବା
ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
ଚଳୁଥିବା ବସ୍ତୁଆଦି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାପାଇଁ ଆରମ୍ଭ ହେବା
ଶୂନ୍ୟକୁ ଫୋଫାଡିବା
ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
କାମରେ ଲଗେଇବା
କୌଣସି ପ୍ରାଣୀ,

Example

ସେ ତା ବିଚାରକୁ ବ୍ୟକ୍ତ କଲା
ଏହି ଟ୍ରେନ ଦଶଟାରେ ବାରଣାସୀପାଇଁ ପ୍ରସ୍ଥାନ କରିବ
ମୋହନ ଶ୍ୟାମଆଡ଼କୁ ବଲ୍‌ ପକେଇଲା
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
ମନ୍ତ୍ରୀ ମହୋଦୟ