Home Oriya Odia Dictionary

Download Oriya Odia Dictionary APP

Pyrexia Oriya Odia Meaning

ଜର, ଜ୍ବର, ତାପ

Definition

ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
ଶରୀରରେ ହେଉଥିବା ତାପ
ଜ୍ୱଳନରୁ

Example

ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
ସେ ଜ୍ୱରରେ ପୀଡ଼ିତ
ଘିଅ ଲଗେଇବାରୁ ଜ୍ୱଳନ ଆସ୍ତେଆସ୍ତେ କମୁଛି