Home Oriya Odia Dictionary

Download Oriya Odia Dictionary APP

Quality Oriya Odia Meaning

ଅଭିଜାତ, ଉଚ୍ଚ ବଂଶୀୟ, କୁଳୀନ, ଗୁଣବତ୍ତା, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ବିତ, ଭଲ

Definition

ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଭଲ ଗୁଣ
କୌଣସି ଜିନିଷର ଉକ୍ତୃଷ୍ଟତାକୁ

Example

ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ରାମ ଜଣେ ଭଦ୍ର ବ୍ୟକ୍ତି
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ସଦ୍‌ଗୁଣ ମନୁଷ୍ୟର ଆଭୂଷଣ
ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
ଆଜିର ସଭାରେ କେ