Quench Oriya Odia Meaning
ଚାପି ଦେବା, ଦବେଇଦେବା, ନିର୍ବାପିତ କରିବା, ନିଶ୍ଚିହ୍ନ କରିବା, ପ୍ରସମିତକରିବା, ବନ୍ଦ କରିଦେବା, ବନ୍ଦ କରିବା, ମେଣ୍ଟିବା, ଲିଭାଇବା, ଲିଭେଇବା
Definition
କୌଣସି ପଦାର୍ଥର ଅଂଶ ଜଳୁଥିବା ବେଳେ ତାକୁ ପ୍ରଶମିତ କରିବା
ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
ତାତିଥିବା ବସ୍ତୁକୁ ପାଣିରେ ପକାଇ ଥଣ୍ଡାକରିବା
ଚିତ୍ତ ବା ମନର ଆବେଗ,ଉତ୍ସାହ ଆଦି ଶାନ୍ତ ବା ମନ୍ଥର କରିବା
ଛୁରୀ,ତଲୱାର ଆଦି ଅସ୍ତ୍ରଗୁଡିକୁ ଗରମକରି କୌ
Example
ସେ ଦୀପକୁ ଲିଭେଇଦେଲେ
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ଦୋକାନୀ ଚୁଲାରେ କୋଇଲାକୁ ଲିଭାଉଛି
ସେ ଓଲଟା ସିଧା ଶୁଣାଇଁ ମୋ ଉତ୍ସାହ କମାଇଦେଲା
ଶିକାରୀ ଶିକାର କରିବାପାଇଁ ଅସ୍ତ୍ରଗୁଡ଼ିକ ବିଷରେ ବୁଡ଼ାଉଛି
ସେ ବଟନ୍ ଚିପି ବତୀ ଲିଭାଇଦେଲା
ଇଲେକ
Verbalised in Oriya OdiaArjuna in Oriya OdiaFarting in Oriya OdiaAdvantageous in Oriya OdiaDefeat in Oriya OdiaTestimonial in Oriya OdiaPalpitate in Oriya OdiaIntimacy in Oriya OdiaSack Up in Oriya OdiaSickly in Oriya OdiaNude in Oriya OdiaConfusion in Oriya OdiaCaribbean Sea in Oriya OdiaPush Aside in Oriya OdiaFollowing in Oriya OdiaIntimate in Oriya OdiaFirst in Oriya OdiaFresh in Oriya OdiaPress in Oriya OdiaRetaliate in Oriya Odia