Home Oriya Odia Dictionary

Download Oriya Odia Dictionary APP

Quickly Oriya Odia Meaning

ଅତିଶୀଘ୍ର, ଚଞ୍ଚଳ, ଚଞ୍ଚଳଚଞ୍ଚଳ, ଚଟାପଟ୍‌, ଜଲ୍‌ଦି, ତୁରନ୍ତ

Definition

ସାଙ୍ଗେସାଙ୍ଗେ
ଶୀଘ୍ର ହେବାର ଅବସ୍ଥା ବା ଭାବ
ସ୍ଫୂର୍ତ୍ତି ସହିତ
ଅତି ଶୀଘ୍ରରେ
ଖୁବ୍ ଜୋରର ହସ
ଅତିଶୀଘ୍ର
ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଢୋ-ଢା ଶବ୍ଦ ସହିତ ଜୋରରେ ଏବଂ ଲଗାତର ଭାବେ

Example

ସେ ସ୍ଫୂର୍ତ୍ତିରେ ନିଜ କଳା ପ୍ରଦର୍ଶନ କଲା
ଚଞ୍ଚଳ ଏହି କାମ କରିଦିଅ
ରାମ ଲୀଳାରେ ରାବଣଙ୍କ ଅଟ୍ଟହାସ୍ୟ ଶୁଣି ଦର୍ଶକମାନେ ଡରିଗଲେ
ଆତଙ୍କବାଦୀ ଧମାଧମ ଗୋଳି ଚଳାଇଲା
ଛାତ୍ରମାନେ ପରୀକ୍ଷାପୂର୍ବରୁ ସବୁ ପାଠକୁ ଚଞ୍ଚଳଚଞ୍ଚଳ