Home Oriya Odia Dictionary

Download Oriya Odia Dictionary APP

Race Oriya Odia Meaning

କ୍ଷୀପ୍ରବେଗରେ କାମ କରିବା, ଦୌଡ, ଦୌଡ ପ୍ରତିଯୋଗିତା, ଦୌଡ ଲଗାଇବା, ଦ୍ରୁତଗତିରେ କାର୍ଯ୍ୟ କରିବା, ରେସ

Definition

ଯେଉଁ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଦୌଡ଼ାଯାଏ
ଦୌଡ଼ିବା କ୍ରିୟା ବା ଭାବ
ଗତି, ବୁଦ୍ଧି, କାମଧନ୍ଦାଆଦିର ସୀମା
ଏକ,ଦୁଇ,ତିନି,ଚାରି,ଏବଂ ଛ ସଂଖ୍ୟା ଭାବରେ କ୍ରିକେଟ ଖେଳରେ ବ୍ୟାଟ୍ସମ୍ୟାନ୍ ବା ତାର ଦଳକୁ ମିଳୁଥିବା ରନ୍‌
ପୃଥିବୀରେ ରହୁଥିବା ସମସ୍ତ ମନୁଷ୍ୟ
(ଜୀବବିଜ୍ଞାନ) ଯେଉଁ ବର୍ଗରେ କୌଣସି ଜାତିର ସେହି ସଦସ୍ୟଗୁଡ଼ିକୁ ରଖାଯାଇଛି ଯାହା ସେ

Example

ରମେଶ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା
ଦୌଡ଼ିବା ପରେ କିଛି ସମୟ ଆରାମ କରିବା ଉଚିତ
ଏହା କହିବା ମୁସ୍କିଲ ଯେ ପିଲାମାନଙ୍କର ବୁଦ୍ଧିର ପହଞ୍ଚ କେଉଁ ପର୍ଯ୍ୟନ୍ତ
ଆଜି ଖେଳରେ ସେହ୍‌ୱାଗ କୋଡ଼ିଏଟି ଚଉକା ସାହାଯ୍ୟରେ