Home Oriya Odia Dictionary

Download Oriya Odia Dictionary APP

Racial Oriya Odia Meaning

କୁଳୀୟ ପରମ୍ପରା, ଖନଦାନୀ, ଜାତି\, ବଂଶୀୟ ପରଂପରା

Definition

ଯାହା ଜାତି ସମ୍ବନ୍ଧି
ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
ବଂଶ ବା କୁଳ ସହ ସମ୍ବନ୍ଧିତ
ବଂଶ ବା କୂଳରେ ଉତ୍ପନ୍ନ
ଉତ୍ତମ କୁଳରେ ଜନ୍ମ

Example

ଏହା ମୋର ଜାତିଆଣ ମାମଲା, ଆପଣ ଏଥିରେ ମୁଣ୍ଡ ପୁରାନ୍ତୁ ନାହିଁ
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
ଆଜି ବି ସେ ନିଜର ବଂଶଗତ ପରଂପରା ବଜାୟ ରଖିଛନ୍ତି
ରାମ ରଘୁବଂଶୀୟ ଥିଲେ
ମନୋହର ଜଣେ