Home Oriya Odia Dictionary

Download Oriya Odia Dictionary APP

Racket Oriya Odia Meaning

ଉତ୍ପାତ କରିବା, କୋଳାହଳ, କୋଳାହଳ କରିବା, ଗଣ୍ଡଗୋଳ, ଘୋ-ଘା କରିବା, ଚିତ୍କାର କରିବା, ଚିତ୍କାରକରିବା, ଚିତ୍କାରକଲା, ଚିଲେଇଲା, ପାଟିକରିବା, ପାଟିତୁଣ୍ଡ କରିବା, ରଡିଛାଦିବା, ର୍ୟାକେଟରେ ମାରିବା, ସ୍ବରହୀନତା, ହାଲାକରିବା, ହୁରି ପକାଇବା, ହୋ ହଲ୍ଲା କରିବା

Definition

ଯେଉଁ ଖେଳ ଉପକରଣଦ୍ୱାରା ଛୋଟ ବଲ ବା କର୍କ ଆଦି ଖେଳାଯାଏ
ସ୍କ୍ୱାଶ ଖେଳରେ ଯେଉଁ ଉପକରଣଦ୍ୱାରା ବଲକୁ ମରାଯାଏ
ଅର୍ଥ ଉପାର୍ଜନପାଇଁ ଠକେଇ,ଧୋକାବାଜି,ବେଶ୍ୟାବୃତ୍ତି ଆଦି କରାଯାଉଥିବା ଅନୈତିକ କାର୍ଯ୍ୟ
ଖେଳରେ ଛୋଟ ବଲ୍, କର୍କ୍ ଆଦିକୁ ର୍ୟାକେଟରେ ମାରିବା
କଠୋର ବା

Example

ଅଧ୍ୟାପକ ମହୋଦୟ ଶ୍ରେଣୀ କକ୍ଷରୁ ବାହାରକୁ ବାହାରିଲା ମାତ୍ରେ ଛାତ୍ରମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ / କୋଳାହଳ ଶୁଣିଲା ମାତ୍ରେ ମା’ କୋଠରୀ ଆଡକୁ ଦୌଡ଼ିଲେ
ରାକେଟ୍‌ର ଏକ ହ୍ୟାଣ୍ଡଲ ଥାଏ ଓ ଅନ୍ୟ ଅଂଶଟି ଜାଲିଯୁକ୍ତ
ଏଇଟା ଭାରି