Home Oriya Odia Dictionary

Download Oriya Odia Dictionary APP

Radiation Oriya Odia Meaning

ବିକିରଣ

Definition

କିରଣ,ତରଙ୍ଗ ଆଦିର ଏକ କେନ୍ଦ୍ରରୁ ବିଚ୍ଛୁରିତ ହେବାର ପ୍ରକ୍ରିୟା
କିରଣ ବା ତରଙ୍ଗ ବା କଣିକା ରୂପରେ ପ୍ରସାରିତ ହେଉଥିବା ବା ପଡୁଥିବା ଶକ୍ତି

Example

ସୂର୍ଯ୍ୟଙ୍କଦ୍ୱାରା ହିଁ ପୃଥିବୀଉପରେ ପ୍ରାକୃତିକ ଶକ୍ତି ତଥା ପ୍ରକାଶର ବିକିରଣ ହୁଏ
ଚିକିତ୍ସା ୭ କ୍ଷେତ୍ରରେ ବି ବିକିରଣର ପ୍ରୟୋଗ ହୋଇଥାଏ