Home Oriya Odia Dictionary

Download Oriya Odia Dictionary APP

Rage Oriya Odia Meaning

ପାଗଳପଣ, ପାଗଳାମି, ପ୍ରକୋପ

Definition

କଷ୍ଟ ବା କ୍ଷତି କରୁଥିବା କିମ୍ବା ଅନୁଚିତ କାମ କରୁଥିବା ବ୍ୟକ୍ତି ପ୍ରତି ହେଉଥିବା ଚିତ୍ତର ଉଗ୍ରଭାବ
ଦୁଃଖୀ ହୋଇ କ୍ରୋଧ କରିବା
ପ୍ରବଳ ଅଭିଳାଷ ବା ଗଭୀର ଇଛା

Example

କ୍ରୋଧରେ ଉନ୍ମତ୍ତ ବ୍ୟକ୍ତି କିଛି ବି କରିପାରେ
ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା