Home Oriya Odia Dictionary

Download Oriya Odia Dictionary APP

Rain Oriya Odia Meaning

ପାଣି ବରଷିବା, ବର୍ଷା ହେବା

Definition

ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ବର୍ଷା ପାଣି ପଡ଼ିବା
ପାଣି ବର୍ଷିବା କ୍ରିୟା
ଯେଉଁ ଋତୁ ବା ମାସରେ ବର୍ଷା ହୁଏ
ମୂତ୍ରାଶୟରୁ ନିର୍ଗତ ହେଉଥିବା ତରଳ, ଦୁର୍ଗନ୍ଧ,

Example

ଆକାଶରେ କଳାକଳା ବାଦଲ ଛାଇ ଯାଇଛି
ଆଜି ସକାଳୁ ବର୍ଷା ହେଉଅଛି
କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
ଚିକିତ୍ସାଶାସ୍ତ୍ରରେ ମୂତ୍ର ସେବନର ବିଧି