Home Oriya Odia Dictionary

Download Oriya Odia Dictionary APP

Rainy Oriya Odia Meaning

ବର୍ଷା କାଳୀନ, ବର୍ଷାୠତୁI

Definition

ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ
ବର୍ଷା କାଳର ବା ବର୍ଷା ସମ୍ବନ୍ଧୀୟ
ଏକ ପ୍ରକାରର ଜରିଆ କନା ଯାହାକୁ ପିନ୍ଧିଲେ ବା ଘୋଡ଼େଇ ହେଲେ ବର୍ଷାରେ କୌଣସି ବସ୍ତୁ, ଶରୀରଆଦି ଓଦା ହୁଏ ନାହିଁ
ଯେଉଁ ଭୂମିରେ କେବଳ

Example

ସେ ମଣ୍ଡପରେ ବସି ବହି ପଢ଼ୁଛି
ବର୍ଷାକାଳୀନ ପାଗ ଆକର୍ଷଣୀୟ ହୋଇଥାଏ
ବର୍ଷାରୁ ରକ୍ଷା ପାଇବାପାଇଁ ସେ ବର୍ଷାତି ଘୋଡ଼େଇ ହେଲା
ଆମର ଏଠି ଖରିଫ ଜମିରେ କେବଳ ଗୋଟିଏ ଫସଲ ଧାନ ହିଁ ହୁଏ
ବୃଷ୍ଟିମାପକଦ୍ୱାରା କେତେ ବର୍ଷା ହୋଇଥାଏ ତାହା ଜଣାପଡ଼େ