Home Oriya Odia Dictionary

Download Oriya Odia Dictionary APP

Rally Oriya Odia Meaning

କଷ୍ଟ ଦେବା, ଚିଡେଇବା, ବିରକ୍ତ କରିବା, ରକ୍ଷା ପାଇବା, ରଗାଇବା, ର୍ୟାଲି, ସମ୍ଭାଳି ଯିବା

Definition

ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା
ସଂଚିତ ବା ଏକତ୍ରିତ କରିବା
ବିଶାଳ ଜନସମୂହର ପ୍ରଦର୍ଶନ

Example

କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
ଏହି ରାଲିରେ କେତେଜଣ ବଡ଼ବଡ଼ ନେତା ଭାଗ ନେଉଛନ୍ତି