Ramble Oriya Odia Meaning
ଇତସ୍ତତଃ ଭ୍ରମଣ କରିବା, ଏଣେତେଣେ ବୁଲିବା, ଚଲାବୁଲା, ବିଚରଣ, ଭ୍ରମଣ
Definition
କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା
କୌଣସି ସ୍ଥାନରେ ଭ୍ରମଣ
Example
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
ସେ ବଗିଚାରେ ବୁଲାବୁଲି କରୁଅଛି
ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
ରାମ ଏଣେତେଣେ ଚାଲବୁଲ କରୁଥିଲା
Diploma in Oriya OdiaGravity in Oriya OdiaHave-not in Oriya OdiaOoze in Oriya OdiaWar Cry in Oriya OdiaArteria in Oriya OdiaEuro in Oriya OdiaCowbarn in Oriya OdiaLook in Oriya OdiaPic in Oriya OdiaEngagement in Oriya OdiaDeliver in Oriya OdiaPair in Oriya OdiaReflexion in Oriya OdiaKooky in Oriya OdiaMotif in Oriya OdiaUnnumbered in Oriya OdiaSwear in Oriya OdiaOne Million Million in Oriya OdiaInterrogation in Oriya Odia