Home Oriya Odia Dictionary

Download Oriya Odia Dictionary APP

Ransom Oriya Odia Meaning

ଛାଡ ଟଂକା, ନିଷ୍କୃତଧନ, ମୁକୁଳାଇବା ଟଙ୍କା

Definition

ଅନ୍ୟର ଅଧିକାରରୁ ଅଲଗା କରିବା
କହାରିକୁ ବନ୍ଧନମୁକ୍ତ କରିବାପାଇଁ ଦିଆଯାଉଥିବା ଅର୍ଥ ବା ଧନ
ବନ୍ଧନ ବା ଅଡ଼ୁଆରୁ ମୁକ୍ତ ହେବା
ଦାଗ, ମଇଳା ଆଦି ସଫା କରିବା
ଚାକିରିରୁ ବାହାର କରିବା
ଅଭ୍ୟାସ ଆଦି ଦୂର

Example

ଶ୍ୟାମ ସାହୁକାର ପାଖରେ ବନ୍ଧା ରଖିଥିବା ଗହଣା ମୁକୁଳେଇଲା
ଅପହରଣକାରୀମାନେ ମୋହନ ବାପାଙ୍କଠାରୁ ଏକ ଲକ୍ଷ ଟଂକା ନିଷ୍କୃତଧନ ରୂପେ ନେଲେ
ଛୁଆ ନିଜ ହାତକୁ ବନ୍ଧନ ମୁକ୍ତକଲା
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତ