Home Oriya Odia Dictionary

Download Oriya Odia Dictionary APP

Rattle Oriya Odia Meaning

ଠକଠକ କରିବା, ଧକ୍କା ମାରିବା, ଧଡଧଡ କରିବା, ବାଡେଇବା

Definition

ପିଲାମାନଙ୍କର ଯେଉଁ ଖେଳନାକୁ ହଲାଇଲେ ଝୁମ୍ଝୁମ୍ ଶବ୍ଦ ବାହାରେ
କୌଣସି ଉପରସ୍ତର ଉପରେ ଠକ-ଠକ, ଖଟ-ଖଟ ବା ଖଡ଼-ଖଡ଼ ଶବ୍ଦ କରିବା
ଖଟ-ଖଟ, ଠକ-ଠକ ବା ଖଡ଼-ଖଡ଼ ଶବ୍ଦ ହେବା
ଖଡ଼ଖଡ଼ ଶବ୍ଦ

Example

ସେ ଝୁମୁକା ବଜାଇ ପିଲାମାନଙ୍କ ମନ ବୁଝାଉଛନ୍ତି
ଦେଖ, କିଏ କବାଟ ଠକଠକ କରୁଛି
ଏହି କବାଟ ବହୁତ ଖଡ଼ଖଡ଼ ହେଉଛି
ତୁମେ ଏଭଳି କଣ ଖଡ଼ଖଡ଼ କରୁଅଛ?