Home Oriya Odia Dictionary

Download Oriya Odia Dictionary APP

Readable Oriya Odia Meaning

ଅଧ୍ୟେୟ, ପଠନୀୟ, ପଠ୍ୟ, ପାଠ୍ୟ, ସୁପାଠ୍ୟ ଅଧ୍ୟୟନୀୟ

Definition

ଯାହା ପଢ଼ିବାଯୋଗ୍ୟ
ଯାହା ରୁଚିରେ ଭରା ହୋଇଛି
ଯାହା ପଢାଯାଇପାରେ

Example

ମାନସ ଏକ ପଠନୀୟ ଗ୍ରନ୍ଥ
ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
ଉତ୍ତର ପୁସ୍ତିକା ପରିଷ୍କାର ଏବଂ ପଠନୀୟ ହେବା ଆବଶ୍ୟକ