Home Oriya Odia Dictionary

Download Oriya Odia Dictionary APP

Realistic Oriya Odia Meaning

ଅସଲି, ଠିକ୍, ପ୍ରକୃତ, ବାସ୍ତବିକ, ଯଥାର୍ଥ, ସତ୍ୟ

Definition

ଯେ ସତ କହେ
ଯିଏ ନୈତିକତାରେ ପୂର୍ଣ୍ଣ
ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
ଯାହା ଗଢ଼ା ବା ତିଆରି ହୋଇଛି
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ
ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରା

Example

ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ
ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
ସପ୍ତଦଶ ଶତାଦ୍ଦୀରେ ନିର୍ମିତ ତାଜ୍‌ମହଲ୍‌ ଶାହାଜାନଙ୍କ କୀର୍ତ୍ତି