Home Oriya Odia Dictionary

Download Oriya Odia Dictionary APP

Reasoned Oriya Odia Meaning

ତର୍କପୂର୍ଣ୍ଣ, ତର୍କଯୁକ୍ତ, ତର୍କସଙ୍ଗତ, ବିଚାରିତ, ବିମର୍ଶିତ , ଯୁକ୍ତିପୂର୍ଣ୍ଣ, ଯୁକ୍ତିଯୁକ୍ତ

Definition

ଯିଏ ଚିନ୍ତାରେ
ଯାହା ଉପରେ ବିଚାରହୋଇଛି କିମ୍ବା କରାଯାଉଛି
ଯାହା ତର୍କ କରିବା ପରେ ବା ତର୍କ ଅନୁସାରେ ଠିକ୍‌
ଯାହାକୁ ଦେଖାଯାଇଛି
ଯେ ବିଚାରରେ ପୂର୍ଣ୍ଣ
ଯାହା ତର୍କରେ ପୂର୍ଣ୍ଣ
କୌଣସି ବସ୍ତୁ ବିଷୟରେ ଅଜ୍ଞାତ ତତ୍ତ୍ୱ କାରଣରୁ ବା ଉତ୍ପତ୍ତିର ବିଚାର

Example

ସେ ନିଜ ପିଲାର ରୋଗକୁ ନେଇ ଚିନ୍ତିତ
ଏହି ମାମଲା ଆମଦ୍ୱାରା ବିଚାରିତ, ତେଣୁ ଏହାଉପରେ ପୁଣିଥରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ
ଏହା ତର୍କଗମ୍ୟ ବିଷୟ
ସେ ସବୁ ଅବଲୋକିତ ଦସ୍ତାବିଜଗୁଡ଼ିକ ବରିଷ୍ଠ ଅଧିକାରୀଙ୍କ ପର୍ଯନ୍ତ ପହଞ୍ଚାଇ ଦିଏ
ସେ