Home Oriya Odia Dictionary

Download Oriya Odia Dictionary APP

Recalcitrant Oriya Odia Meaning

ଅବାଧ୍ୟ, ଉଦଣ୍ଡ, ଉଦ୍ଧତ, ଉପରମୁହାଁ, ଦୁଃଷ୍ଟ

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
ଯାହା କ୍ରମରେ ନାହିଁ
ଯେ ସଭ୍ୟ ନୁହେଁ
ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ସେହି

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
କ୍ରମହୀନ ପୁସ୍ତକଗୁଡ଼ିକୁ କ୍ରମରେ ରଖ
ମୋହନ ବହୁତ ଧୃଷ୍ଟ
ସମାଜରେ ମୂର୍ଖଙ୍କ ସଂଖ୍ୟା