Home Oriya Odia Dictionary

Download Oriya Odia Dictionary APP

Reckoning Oriya Odia Meaning

ଗଣନା

Definition

ଗଣନା କରିବା କାମ
କୌଣସି କାମର ପରିମାଣ ଗଣିକରି ବା ହିସାବକରି ଜାଣିବାର କାମ
ଗଣିବାର କ୍ରିୟା ବା ଭାବ
କୌଣସି ସ୍ଥାନ ଅଥବା ଦେଶର ଅଧିବାସୀମାନଙ୍କର ହେଉଥିବା ଗଣନା ବା ଗଣତି

Example

ସେ ପିଲାଦିନରୁ ବି ଆକଳନ କାମରେ ନିପୁଣ
ତାର ଗଣନା ଭୁଲ୍‌ ଥିଲା
ବଡ଼ ବଡ଼ ପଣ୍ଡିତମାନଙ୍କ ଭିତରେ ତାଙ୍କୁ ଗଣନା କରାଯାଏ
ଜନଗଣନାରୁ ଜନସଂଖ୍ୟା, ଜନ୍ମ ଓ ମୃତ୍ୟୁର ହାର ଆଦି ଜଣାପଡ଼େ