Home Oriya Odia Dictionary

Download Oriya Odia Dictionary APP

Recognise Oriya Odia Meaning

ବୁଝିବା, ମାନିବା, ସ୍ବୀକାରକରିବା

Definition

କାହାର ସ୍ୱଭାବ ବା ଗୁଣକୁ ଜାଣିବା
କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
ଜ୍ଞାନେନ୍ଦ୍ରିୟଦ୍ୱାରା ଜାଣିବା
କୌଣସି ଜିନିଷ ମଧ୍ୟରେ

Example

ମୁଁ ତାଂକୁ ବୁଝିପାରିଲିନାହିଁ
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
ଅନ୍ଧ ମହିଳା ଧ୍ୱନିରୁ ହିଁ ନିଜ ପୁଅକୁ ଚିହ୍ନିପାରେ
ଏହି ଦୁଇଟି ଜିନିଷ ମଧ୍ୟରେ ଠିକ୍ ଓ ଭୁଲ୍‌କୁ ଚିହ୍ନ