Home Oriya Odia Dictionary

Download Oriya Odia Dictionary APP

Recompense Oriya Odia Meaning

କ୍ଷତିପୂରଣ, କ୍ଷତିପୂରଣ କରିବା, ପୂର୍ତ୍ତି, ଭରଣା

Definition

କାହାର କ୍ଷତି ବଦଳରେ ଦିଆଯାଉଥିବା ଧନ
କ୍ଷତି ପୂରଣ କରିବା ପ୍ରକ୍ରିୟା

Example

ରେଳ ଦୁର୍ଘଟନାରେ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ
ବୀମା କମ୍ପାନୀ ଦୁର୍ଘଟଣାଗ୍ରସ୍ତ କାରର କ୍ଷତି ପୂରଣ କଲା