Home Oriya Odia Dictionary

Download Oriya Odia Dictionary APP

Recurrence Oriya Odia Meaning

ପୁନରାଗମନ, ପ୍ରତ୍ୟାବର୍ତ୍ତନ

Definition

କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ବାରମ୍ବାର କୌଣସି କଥା ବା କାମ ହେବା ବା କରିବା କାର୍ଯ୍ୟ
ଥରକର ମୋଡ଼

Example

ଏହି ବାକ୍ୟରେ ରାମ ଶବ୍ଦର ତିନିଥର ପୁନରାବୃତ୍ତି ହୋଇଛି
ବଟ ସାବିତ୍ରୀ ପୂଜାରେ ବରଗଛ ଦେହରେ ସୂତାର ଶହେ ଆଠ ଘେରା ଦିଆଯାଏ