Home Oriya Odia Dictionary

Download Oriya Odia Dictionary APP

Reduction Oriya Odia Meaning

କମ

Definition

କୌଣସି ସଂଖ୍ୟାରୁ କୌଣସି ସଂଖ୍ୟା ଫେଡ଼ିବା କ୍ରିୟା
ଅଳ୍ପ ହେବାର ଅବସ୍ଥା ବା ଭାବ
ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ଖରାପ ଗୁଣ
କାହାରି ପଦଆଦିରେ ହେଉଥିବା ଅବନତି
ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ

Example

ବିୟୋଗ କଲାପରେ ଉତ୍ତର ଚାରି ହେଲା
ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଖରାଦିନେ ପାଣି ଅଭାବ ହୁଏ
ବ୍ୟକ୍ତି ଦୁର୍ଗୁଣରୁ ମୁକ୍ତ ହେବା ଆବଶ୍ୟକ
ତାହାର କାମରେ