Home Oriya Odia Dictionary

Download Oriya Odia Dictionary APP

Reef Oriya Odia Meaning

କମାଇବା, କମେଇବା, କମ୍ କରିବା, ତଳୁଆ କରିବା, ନିମ୍ନମୂଖୀ କରିବା, ନୀଚା କରିବା, ପାଲ ଗୁଡାଇବା, ପାଲ ଗୁଡେଇବା

Definition

ବିଶେଷକରି ଚେପେଟା ପଥର ଖଣ୍ଡ
ଉତ୍ତରପୂର୍ବ ଦକ୍ଷିଣ ଆଫ୍ରିକାର ଏକ ଅଞ୍ଚଳ
ପାଣିର ଉପରସ୍ତରର ପାଖାପାଖି ଜଳମଗ୍ନ ହୋଇଥିବା ପଥର ବା ପ୍ରବାଳର ଛୋଟ ପାହାଡ଼
ପାଲର ବିସ୍ତାର ବା ବିଛେଇବାକୁ କମ କରିବାପାଇଁ ଗୁଡ଼ାଇବା

Example

ପଥର ଖଣ୍ଡ ଖସିପଡ଼ିବାରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଗଲା
ରୀଫରେ ସୁନା,କୋଇଲା ଆଦି ଖଣିଗୁଡ଼ିକ ପ୍ରଚୁର ପରିମାଣରେ ରହିଛି
ସନ୍ତରଣକାରୀ ରୀଫ ଉପରେ ଠିଆ ହୋଇଛନ୍ତି
ନାବିକ ପାଲକୁ ଗୁଡ଼ାଉଛି