Home Oriya Odia Dictionary

Download Oriya Odia Dictionary APP

Referee Oriya Odia Meaning

ଖେଳ ନିର୍ଣ୍ଣାୟକ, ରେଫରୀ

Definition

ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି
କୌଣସି ଝଗଡ଼ା ବା ମାମଲାର ସମାଧାନପାଇଁ ନିଯୁକ୍ତ କରାଯାଇଥିବା ଦଳର ସଦସ୍ୟ
ଯେଉଁ ବ୍ୟକ୍ତି ପ୍ରତିଯୋଗିତାରେ ନିରପେକ୍ଷ ନିର୍ଣ୍ଣୟ ଦେବାପାଇଁ ନିଯୁକ୍ତ ହୋଇଥାନ୍

Example

ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍‌
ପଞ୍ଚଙ୍କୁ ନିଜର ନିର୍ଣ୍ଣୟ ଭାବିଚିନ୍ତି କରିବା ଉଚିତ୍‌
ରେଫରୀ ହୁଇସିଲ ବଜେଇବା ମାତ୍ରେ ଖେଳ ଆରମ୍ଭ ହୋଇଗଲା
ଲିପିକ