Home Oriya Odia Dictionary

Download Oriya Odia Dictionary APP

Reflective Oriya Odia Meaning

ଚିନ୍ତନଶୀଳ, ମନନଶୀଳ

Definition

ଯେ ବରାବର ମନନ ବା ଚିନ୍ତନ କରୁଥାଏ
ଯାହା ପ୍ରତିଫଳନ କରେ ବା ଯେଉଁଥିରେ ଧକ୍କାହୋଇ ଆଲୋକ,ଧ୍ୱନି ଆଦିର ପ୍ରତିଫଳନ ହୁଏ

Example

ସାଧୁ -ମହାତ୍ମା ମନନଶୀଳ ହୋଇଥାନ୍ତି
ଆଲୋକକୁ ପ୍ରତିଫଳନ କରିବାପାଇଁ ପ୍ରତିଫଳକ ରୂପେ ପ୍ରିଜମର ବ୍ୟବହାର କର