Home Oriya Odia Dictionary

Download Oriya Odia Dictionary APP

Refreshing Oriya Odia Meaning

ସ୍ଫୁର୍ତ୍ତି ଦାୟକ, ସ୍ଫୁର୍ତ୍ତିପ୍ରଦ

Definition

ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଯାହା ମ୍ଳାନ ବା ସତେଜ ନୁହେଁ
ସ୍ଫୁର୍ତ୍ତି ଦେବା / ଆସିବା
ଏବେ ପ୍ରସ୍ତୁତ ହୋଇଥିବା ବା ଯାହା ଏବେକାର
ସଙ୍ଗେ ସଙ୍ଗେ ବାହାର କରାଯାଇଥିବା

Example

ସୀତା ମନ୍ଦିରରେ ତାଜା ଫୁଲ ଚଢ଼ାଉଛି
ସେ ସ୍ଫୁର୍ତ୍ତିପ୍ରଦ ବ୍ୟାୟାମ କରୁଛି
ରହିମ୍ ପ୍ରତିଦିନ ତାଜା ଛେଳି କ୍ଷୀର ପିଏ