Home Oriya Odia Dictionary

Download Oriya Odia Dictionary APP

Refund Oriya Odia Meaning

ଚୁକ୍ତି ହେବା, ଫେରସ୍ତ

Definition

ଯିଏ ଦେଇଛି ପୁଣି ସେହିବ୍ୟକ୍ତିକୁ ଦେବା
ଫେରି ଆସିବା ସମ୍ବନ୍ଧିତ
କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
ପୈଠ ହୋଇଥିବା ଟଙ୍କାରୁ କିଛି ଫେରସ୍ତ ଆସିବା
ଆସିଥିବା ସ୍ଥାନରୁ ପୁଣି ସେଇ ସ୍ଥାନକୁ ଫେରିଆସିବା ପାଇଁ ପ୍ରବୃତ୍ତ କରିବା
କୌଣସି ଜିନିଷକ

Example

ଘର ତିଆରିପାଇଁ ମୁଁ ଯେଉଁ ଋଣ ଆଣିଥିଲି ତାକୁ ଏକବର୍ଷ ମଧ୍ୟରେ ଫେରେଇଦେଲି
ମୋତେ ଫେରିବା ଟିକେଟ ମଧ୍ୟ ନେବାକୁ ଅଛି
ଦରମାରୁ ଅଧିକ ଟ୍ୟାକ୍ସ୍ କଟିବାର ଏକ ବର୍ଷ ପରେ ବି ତାହା ଫେରସ୍ତ ମିଳିନାହିଁ
ସହରକୁ ଯାଉଥିବା ମୋହନକୁ ତା ସ୍ତ୍ରୀ ଅଧା ରାସ୍ତାରୁ ଲେଉଟା