Home Oriya Odia Dictionary

Download Oriya Odia Dictionary APP

Regulation Oriya Odia Meaning

ଆଇନ, କାନୁନ, ନିୟମ

Definition

କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
ନିଜର ଅଧିକାରକୁ ନେଇ କିମ୍ବା ନିଜେ ଦେଖା ଚାହାଁ କରି କାର୍ଯ୍ୟ, ବେପାର ଇତ୍ୟାଦି ଚଳେଇବାର କ୍ରିୟା ବା ଅ

Example

ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ନିଜ ବାପାଙ୍କ ବେପାର ଉପରେ ଏବେ ରାମର ହିଁ ନିୟନ୍ତ୍ରଣ ଅଛି
ସରକାର ନିଜର ସୁବିଧାଅନୁସାରେ ଅଧିନିୟମକୁ ବଦଳାଇପାରନ୍ତି
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ