Home Oriya Odia Dictionary

Download Oriya Odia Dictionary APP

Regulative Oriya Odia Meaning

ନିୟନ୍ତ୍ରକ

Definition

ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ, ବସ୍ତୁ, ଅବସ୍ଥା, ଆଦିକୁ ନିୟନ୍ତ୍ରଣ କରନ୍ତି
ଯାହା କୌଣସି କାର୍ଯ୍ୟ, ବସ୍ତୁ, ଅବସ୍ଥା, ଆଦିକୁ ନିୟନ୍ତ୍ରଣ କରେ

Example

ଏହି ବିଦ୍ୟୁତ ଯନ୍ତ୍ରରେ ଗୋଟିଏ ତାପ ନିୟନ୍ତ୍ରକ ମଧ୍ୟ ଲଗା ହୋଇଛି/ପରୀକ୍ଷା ନିୟନ୍ତ୍ରକ ପରୀକ୍ଷାର୍ଥୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କହିଲେ
ଏହି ଯନ୍ତ୍ରର ତାପ ନିୟନ୍ତ୍ରକଟି ଖରାପ