Home Oriya Odia Dictionary

Download Oriya Odia Dictionary APP

Regulator Oriya Odia Meaning

ନିୟମପ୍ରଣୟନକାରୀ, ନିୟାମକ, ବିଧାୟକ

Definition

ବ୍ୟବସ୍ଥା କିମ୍ବା ବନ୍ଦୋବସ୍ତ କରୁଥିବା ବ୍ୟକ୍ତି
କୌଣସି ଯନ୍ତ୍ରର ଗତି ନିୟନ୍ତ୍ରଣ କରୁଥିବା ଏକ ଯନ୍ତ୍ରାଂଶ
କୌଣସି ଯନ୍ତ୍ରର ଯେଉଁ ଅଂଶ ସେହି ଯନ୍ତ୍ରର ଚଳନ,ଚାପ,ସମୟ,ତାପମାନ ଆଦି ନିୟନ୍ତ୍ରଣ କରେ

Example

ଏହି ମେଳାର ପ୍ରବନ୍ଧକ ଜଣେ ଭଦ୍ରବ୍ୟକ୍ତି
ଏହି ପଙ୍ଖାର ରେଗୁଲେଟର ଖରାପ ହୋଇଯାଇଛି