Home Oriya Odia Dictionary

Download Oriya Odia Dictionary APP

Rein Oriya Odia Meaning

ପରିଚାଳନା, ଲଗାମ

Definition

ଘୋଡ଼ାମୁହଁରେ ଲଗାଯାଉଥିବା ଚମଡ଼ା ରସି ଯାହାର ଦୁଇ ପାଖରେ ଦଉଡ଼ି ବା ଚମଡ଼ାର ବନ୍ଧନୀ ବନ୍ଧା ହୋଇଥାଏ
କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା
ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ

Example

ଘୋଡ଼ାଚାଳକ ଘୋଡ଼ାର ଲଗାମଧରି ଚାଲୁଅଛି
ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ