Home Oriya Odia Dictionary

Download Oriya Odia Dictionary APP

Reindeer Oriya Odia Meaning

ରେନାଡିୟର୍

Definition

ଗୋଟିଏ ଶାକାହାରୀ ଚତୁସ୍ପଦ ଯେ ପଡ଼ିଆ ଓ ଜଙ୍ଗଲଗୁଡ଼ିକରେ ରହେ
ଅଣ୍ଡିରା ହରିଣ
ବରଫ ଅଞ୍ଚଳରେ ଦେଖାଯାଉଥିବା ଏକ ହରିଣ ଭଳି ଶିଙ୍ଗ ଥିବା ଜନ୍ତୁ

Example

ହରିଣ ଛାଲ ଉପରେ ବସି ମୁନି ଋଷିମାନେ ତପସ୍ୟା କରୁଥିଲେ
ହଳେ ହରିଣ ଓ ହରିଣୀ ବଗିଚାରେ ଡିଆଁଡ଼େଇଁ କରୁଛନ୍ତି
ଏସ୍କିମୋ ଲୋକ ରେନାଡ଼ିୟରକୁ ଗାଡ଼ିରେ ଯୋଚନ୍ତି