Home Oriya Odia Dictionary

Download Oriya Odia Dictionary APP

Rejoice Oriya Odia Meaning

ଅତି ଆନନ୍ଦିତ ହେବା, ଖୁସିରେ କୁରୁଳିବା, ଖୁସିରେ ନାଚିବା, ଖୁସିହେବା, ତୃପ୍ତହେବା, ପରିତୁଷ୍ଟହେବା, ପରିତୃପ୍ତହେବା, ପରିତୋଷହେବା, ପ୍ରସନ୍ନହେବା, ପ୍ରୀତହେବା, ସନ୍ତୁଷ୍ଟହେବା, ସନ୍ତୋଷହେବା

Definition

ପ୍ରସନ୍ନ ଅବସ୍ଥା ବା ଭାବ
ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
କୌଣସି ବିଷୟରେ ଥି

Example

ତାଙ୍କର ଜୀବନ ଆନନ୍ଦରେ ବିତୁଛି
ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି
ଆନନ୍ଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଆନନ୍ଦ ସହରରେ ଅବସ୍ଥିତ
ଅମୂଲ ଡାଇରୀ ଆନନ୍ଦ ସହରରେ ଅବସ୍ଥିତ
ଆନନ୍ଦ ଗୌତମ ବୁଦ୍ଧଙ୍କର