Home Oriya Odia Dictionary

Download Oriya Odia Dictionary APP

Rejuvenation Oriya Odia Meaning

କାୟାକଳ୍ପ , ପୁନର୍ଜୀବନ

Definition

ଔଷଧଦ୍ୱାରା ବୃଦ୍ଧ ବା ରୁଗ୍ଣ ଶରୀରକୁ ପୁଣି ତରୁଣ ବା ସ୍ୱସ୍ଥ କରିବାର କ୍ରିୟା
ଯେଉଁ ପ୍ରକ୍ରିୟାରେ କ୍ଷୟ ହୋଇଥିବା ଶକ୍ତି ପୁନଃ ପ୍ରାପ୍ତ ହୁଏ

Example

ମଦନମୋହନ ମାଲବୀୟ ନିଜର କାୟାକଳ୍ପ କରାଇଥିଲେ
ବର୍ଷା ହେବାମାତ୍ରେ ଶୁଖିଲା ଭୂଇଁ ପୁନର୍ଜୀବନ ପାଏ