Home Oriya Odia Dictionary

Download Oriya Odia Dictionary APP

Relation Oriya Odia Meaning

ସଂପର୍କୀୟ, ସ୍ବଜନ

Definition

ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
କୌଣସି ବିଷୟ, କାର୍ଯ୍ୟ ବା ତଥ୍ୟ ସହ ସମ୍ପର୍କ ରଖିଥିବା ଲୋକ
ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
ବିଚାର କରାଯାଉଥିବା ବିଷୟର ସ୍ୱର

Example

ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ଖେଳ ବିଷୟକ କଥାରେ ତାର ବିଶେଷ ଆଗ୍ରହ
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ
ସମ୍ବନ୍ଧକାରକର ବିଭକ୍ତି ଚିହ୍ନ କା,କେ,