Home Oriya Odia Dictionary

Download Oriya Odia Dictionary APP

Relief Oriya Odia Meaning

ଆରାମ, ଉପଶମ

Definition

କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରା କରିବା ନିମନ୍ତେ ମିଳୁଥିବା ଅନୁମତି
ତୃପ୍ତ ହୋଇଯିବାର ଅବସ୍ଥା ବା ଭାବ
କୌଣସି କାମ ଓ ରୋଗଆଦିର ସମାପ୍ତି

Example

ପରୀକ୍ଷାରେ କାଲକ୍ୟୁଲେଟର୍‌ର ବ୍ୟବହାର ଅନୁମୋଦିତ
ଜ୍ଞାନ ପାଇଲାପରେ ବୁଦ୍ଧଙ୍କର ତୃପ୍ତି ଆସିଲା
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ଥକିଯିବାପରେ ବିଶ୍ରାମ ଆବଶ୍ୟକ
ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସ