Relocation Oriya Odia Meaning
ପୁନର୍ବାସ, ପୁନର୍ବାସନ
Definition
ଅଧିକାରୀ ବା କାର୍ଯ୍ୟକର୍ତ୍ତାଙ୍କର ଏକସ୍ଥାନ ବା ବିଭାଗରୁ ଅନ୍ୟସ୍ଥାନକୁ ବା ବିଭାଗକୁ ପଠେଇଦେବାର ପ୍ରକ୍ରିୟା
ଛାରଖାର ହୋଇଯାଇଥିବା ଲୋକଙ୍କୁ ପୁଣି ସ୍ଥାୟୀ କରିବା ବା ଲୋକାଧ୍ୟୁଷିତ କରିବା କ୍ରିୟା
କୌଣସି ବସ୍ତୁ ବା ବ୍ୟକ୍ତିକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରିବାର ପ୍ରକ୍ରିୟା
Example
ଏହି କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କ ବଦଳି ହୋଇଯାଇଛି
ନର୍ମଦା ବନ୍ଧ ପରିଯୋଜନାରେ କ୍ଷତିଗ୍ରସ୍ତ ଲୋକମାନଙ୍କର ପୁନର୍ବାସନ କରାଯିବ
କାନାଡ଼ା ବ୍ୟାଙ୍କ୍ ଧନ ସ୍ଥାନାନ୍ତରଣ ସେବା ଆରମ୍ଭ କରିଛି
Give-and-take in Oriya OdiaFloor in Oriya OdiaLaunder in Oriya OdiaList in Oriya Odia48th in Oriya OdiaAltercate in Oriya OdiaCelestial Body in Oriya OdiaSew in Oriya OdiaAuntie in Oriya OdiaVane in Oriya OdiaDischarge in Oriya OdiaContentment in Oriya OdiaSakti in Oriya OdiaCheer Up in Oriya OdiaBlame in Oriya OdiaTotal Eclipse in Oriya OdiaFilter in Oriya OdiaPlump Down in Oriya OdiaPrison House in Oriya OdiaStyle in Oriya Odia