Home Oriya Odia Dictionary

Download Oriya Odia Dictionary APP

Remember Oriya Odia Meaning

ମନେ ପଡିବା, ସ୍ମରଣ ହେବା

Definition

ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
ମନେ ପଡ଼ିବା
କୌଣସି ଦେଖା,ଶୁଣା ବା ଘଟିଥି

Example

ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
ତା ନାମ ମୋ ମନେ ଅଛି
ମୁଁ ଆପଣଙ୍କୁ ଆଗରୁ କେଉଁଠି ଦେଖିଛି ବୋଲି ମନେ ପକାଇ ପାରୁନାହିଁ
ମୁଁ ତାଙ୍