Home Oriya Odia Dictionary

Download Oriya Odia Dictionary APP

Remembering Oriya Odia Meaning

ସ୍ମରଣ, ସ୍ମୃତି

Definition

ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
କୌଣସି ଧାରଣା ଉ

Example

ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
ମୁଁ ତାଙ୍କୁ ଗୋଟିଏ ଥର ଦେଖିଥିଲି ତ ସେଥିପାଇଁ ତାଙ୍କର ରୂପ ବର୍ତ୍ତମାନ ମନେ ପଡୁନା