Home Oriya Odia Dictionary

Download Oriya Odia Dictionary APP

Remind Oriya Odia Meaning

ସ୍ମରଣ କରାଇବା

Definition

ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
ସାବଧାନ ବା ହୁସିଆର କରିବା

Example

ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
ମାଆ ବାପା ପିଲାମାନଙ୍କୁ ଭୁଲ୍‌ ନକରିବପାଇଁ ସଦାବେଳେ ଚେତେଇଥାନ୍ତି