Home Oriya Odia Dictionary

Download Oriya Odia Dictionary APP

Reminder Oriya Odia Meaning

ଅନୁସ୍ମାରକ, ରିମାଇଣ୍ଡର, ସ୍ମାରକ-ପତ୍ର

Definition

କାହାଠାରୁ ନିଜର ପ୍ରାପ୍ୟଧନ ପାଇବା ବା ଆବଶ୍ୟକ କାର୍ଯ୍ୟ କରିବାପାଇଁ ପୁଣିଥରେ କହିବା ବା ମନେପକାଇଦେବା କ୍ରିୟା
ସ୍ମରଣ କରାଉଥିବା ବସ୍ତୁ

Example

କେତେଥର ତାଗିଦା କରିବା ସତ୍ତ୍ୱେ ବି ସେ ମୋ ପଇସା ଦେଇନାହିଁ
ସାରନାଥରେ କେତେକ ବୌଦ୍ଧଯୁଗୀୟ ସ୍ମାରକ ରହିଛି