Home Oriya Odia Dictionary

Download Oriya Odia Dictionary APP

Render Oriya Odia Meaning

ଅନୁବାଦ କରିବା, ଉପଲବ୍ଧ କରିବା, ତର୍ଜମା କରିବା, ପ୍ରଦାନ କରିବା, ଫେରେଇବା, ଭାଷାନ୍ତର କରିବା, ଭାଷାନ୍ତରଣ କରିବା, ଯୋଗାଇଦେବା, ରୂପାନ୍ତର କରିବା, ଲେଉଟେଇବା

Definition

କାହାକୁ କିଛି ଦେବାର କାର୍ଯ୍ୟ
ମଞ୍ଚ ଉପରେ କୌଣସି ନାଟକ, ଏକାଙ୍କିଆଦି ପ୍ରସ୍ତୁତ କରିବା
ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
ଭଲ ଧାରଣା ନେଇ ନିଜର କୌଣସି ବସ୍ତୁଆଦିକୁ ନିଃଶ

Example

ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ / ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ଆଜି ରାତିରେ ପିଲାମାନେ ଯୌତୁକ ପ୍ରଥାକୁ ଆଧାରକରି ଗୋଟିଏ ନାଟକ ମଞ୍ଚସ୍ଥ କରିବେ
ସେ ନିଜର ଜମିକୁ ମନ୍ଦିର ତିଆରିପାଇଁ ଦାନ କଲେ