Home Oriya Odia Dictionary

Download Oriya Odia Dictionary APP

Rendezvous Oriya Odia Meaning

ମିଳନ ସ୍ଥଳ, ସଂକେତ ସ୍ଥଳ

Definition

ପୂର୍ବରୁ ପ୍ରେମିକ ପ୍ରେମିକା ମିଳନ ନିମନ୍ତେ ସ୍ଥିର କରାଯାଇଥିବା ସ୍ଥାନ
ଯେଉଁ ସ୍ଥାନରେ ମନୋରଞ୍ଜନ ଜିନିଷ ସବୁ ମିଳେ ବା ଯେଉଁଠାରେ ମନୋରଞ୍ଜନ କରାଯାଏ

Example

ମିଳନ ସ୍ଥଳରେ ନାୟିକା ନାୟକପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା
ସହରର ସ୍ଥାନେସ୍ଥାନେ ମନୋରଞ୍ଜନ ସ୍ଥଳ ଖୋଲିଛି