Home Oriya Odia Dictionary

Download Oriya Odia Dictionary APP

Renewal Oriya Odia Meaning

ନବୀକରଣ, ରିନୁଆଲ୍

Definition

ଯାହାର ସମୟ ବିତିଗଲାଣି ତାକୁ ପୁଣି ଭବିଷ୍ୟତ ପାଇଁ ବୈଧ ବା ନିୟମିତ କରିବାର କ୍ରିୟା
ପୁନର୍ବାର ନୂଆରୂପରେ ଆଣିବା ପ୍ରକ୍ରିୟା

Example

ମୁଁ ନିଜ ପରିଚୟ ପତ୍ର ନବୀକରଣ ନିମନ୍ତେ ଦେଇଦେଇଛି
ଆମ ଘରର ନବୀକରଣ କରାଯାଉଛି