Home Oriya Odia Dictionary

Download Oriya Odia Dictionary APP

Renown Oriya Odia Meaning

ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ

Definition

ସେହି ଶବ୍ଦ ଯାହାଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତିଙ୍କୁ ସୂଚିତ କରାଯାଏ ବା ଡକାଯାଏ
ଖ୍ୟାତ ହେବାର ଅବସ୍ଥା ବା ଭାବ
ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ହିସାବଖାତାର ଯେଉଁ ସ୍ତମ୍ଭରେ କୌଣସି ଲୋକର ନାମପରେ ତାକୁ ଦିଆଯାଉଥିବା ବା ତାଠାରୁ ମିଳିଥିବା ଧନ, ଜିନିଷ ଆଦି ଲେଖାଥାଏ

Example

ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ ନାମ ଶ୍ରୀ ପୁଷ୍ପକ ଭଟ୍ଟାଚାର୍ଯ୍ୟ
ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ଦୋକାନୀ ଅନ୍ୟ ଗ୍ରାହାକର ଉଧାରକୁ ମଧ୍ୟ ମୋ ନାମରେ