Home Oriya Odia Dictionary

Download Oriya Odia Dictionary APP

Repair Oriya Odia Meaning

କ୍ଷତିପୂରଣ କରିବା, ଠିକ କରିବା, ମରାମତି, ମରାମତି କରିବା, ସଜଡାମରାମତ, ସଜାଡିବା

Definition

କୌଣସି ବସ୍ତୁ କଣା ବା ଖରାପ ହୋଇଥିବା ଅଂଶକୁ ଠିକ କରିବା କାମ
ଏକ ସମୟରେ ଗୋଟିଏ ଜାଗାରେ ହେଉଥିବା ବହୁତ ଲୋକଙ୍କ ସମାଗମ
ଜମିବା ବା ଜମାଇବାର କ୍ରିୟା ବା ଭାବ
ଜମା ବା ଏକାଠି ହେବାର କ୍ରିୟା

Example

ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି /ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
ତା ଘରର ମରାମତି ହେଉଛି
ନିର୍ବାଚନ ସମୟରେ ଜାଗା ଜାଗାରେ ଲୋକଙ୍କର ଭିଡ଼ ଦେଖାଯାଏ
ଦୁର୍ଘଟନା ସ୍ଥଳରେ ଲୋକଙ୍କ ଭିଡ଼ ବଢ଼ିଚଲିଛି
ଘଣ୍ଟା ମରା